ସିବିଏସଇ ଦଶମ ପରୀକ୍ଷାରେ କୃତିତ୍ବ ହାସଲ କରିଥିଲା ଛାତ୍ରଛାତ୍ରୀ ସଫଳତାର ମନ୍ତ୍ର କହିଛନ୍ତି । ସୋସିଆଲ ମିଡିଆ ଛାଡିଥିଲେ, ଚାପମୁକ୍ତ ପାଇଁ ବାରମ୍ବାର ପଢୁଥିଲେ । ରିପୋର୍ଟ: ବିକାଶ ଦାସ