ଘର ଜଞ୍ଜାଳରୁ ସମୟ ବାହାର କରି ରୋଜଗାରକ୍ଷମ ହୋଇଛନ୍ତି ଗୃହିଣୀ ପ୍ରିୟଙ୍କା । ପରିବାର ସମ୍ଭାଳିବା ସହ ହାତରେ ତୂଳୀ ଧରି ହୋଇଛନ୍ତି ଆତ୍ମନିର୍ଭରଶୀଳ । ସ୍ପେଶାଲ ରିପୋର୍ଟ: ଶୁଭଞ୍ଜୟ ପ୍ରଧାନ