ସଂସଦ ଭବନରେ ଅନୁଷ୍ଠିତ ବୈଠକରେ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଭାବରେ ବିଜେଡିର ରାଜ୍ୟସଭାରେ ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଯୋଗ ଦେଇଥିଲେ । ରିପୋର୍ଟ: ଭବାନୀ ଶଙ୍କର ଦାସ