କେନ୍ଦ୍ରାପଡ଼ାରେ ବିପଦସଙ୍କୁଳ ଭାବେ ଚଳାଚଳ କରୁଥିବା ଘରୋଇ ଯନ୍ତ୍ରଚାଳିତ ଡଙ୍ଗାକୁ ଜବତ କରି ଚଳାଚଳକୁ ୪ ଘଣ୍ଟା ବନ୍ଦ ରଖିଥିଲେ ଜିଲ୍ଲାପାଳ । ରିପୋର୍ଟ: ରାଧାକାନ୍ତ ମହାନ୍ତି