Surprise Me!

ଭୁବନେଶ୍ୱରରେ ହେବ ଦେଶର ପ୍ରଥମ ଥ୍ରୀଡି ଚିପ୍‌ ପ୍ୟାକେଜିଂ ୟୁନିଟ; ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

2026-04-19 5 Dailymotion

ଭୁବନେଶ୍ୱର ଇନଫୋଭ୍ୟାଲିରେ ହେବାକୁ ଥିବା ପ୍ରକଳ୍ପ ହେଉଛି ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ । ଏହି ପ୍ରକଳ୍ପରେ ୧୯୪୪କୋଟି ପୁଞ୍ଜିନିବେଶ କରାଯିବାର ଲକ୍ଷ୍ୟ ରଖାଯାଇଛି। ରିପୋର୍ଟ-ସଞ୍ଜୀବ କୁମାର ରାୟ/ଗୋବିନ୍ଦ ଚନ୍ଦ୍ର ପଣ୍ଡା