୨୦୨୪-୨୫ରେ ଆଧ୍ୟାତ୍ମିକ ନଗରୀ ପୁରୀରୁ ୭୮.୭ କେଜି ଗଞ୍ଜେଇ, ୬କେଜି ୩୮୧ ଗ୍ରାମ ବ୍ରାଉନସୁଗାର, ୩୨ ଲିଟର କଫ ସିରପ ଜବତ ହୋଇଛି। ରିପୋର୍ଟ-ଶକ୍ତି ପ୍ରସାଦ ମିଶ୍ର