Surprise Me!

ଅକ୍ଷୟ ତୃତୀୟାରେ କଟକରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ, ଖାତାକୁ ଆସିଲା ସିଏମ୍ କିଷାନ ଟଙ୍କା

2026-04-20 2 Dailymotion

କଟକ ବିଦ୍ୟାଧରପୁର କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର(CRRI)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଖିମୁଠି ଅନୁକୂଳ କରିଛନ୍ତି । 41 ଲକ୍ଷ ଚାଷୀଙ୍କ ଖାତାକୁ ଆସିଲା ସିଏମ୍ କିଷାନ ଟଙ୍କା । ରିପୋର୍ଟ-ନାରାୟଣ ସାହୁ