ଏହି ମୋବାଇଲଗୁଡ଼ିକ ଚୋରି ହୋଇନଥିଲା, ବିଭିନ୍ନ ସମୟରେ ଲୋକଙ୍କ ଅସାବଧାନତା ଯୋଗୁଁ ହଜି ଯାଇଥିଲା। ସମ୍ବଲପୁର ଜିଲ୍ଲା ପୋଲିସ ଏସବୁ ଖୋଜି ଫେରାଇ ଦେଇଛି । ରିପୋର୍ଟ-ବାଦଶାହ ଜୁସ୍ମନ କୁମାର ରଣା