ମହିଳାଙ୍କ ହ୍ୱାଟ୍ସଆପକୁ ଏଭଳି ମେସେଜ ଆସିଥିଲା। ରେଡ୍ ଲାଇଟ୍ ପାର କରି ଟ୍ରାଫିକ୍ ଆଇନ ଉଲଙ୍ଘନ କରିଥିବାରୁ ୨୨୦୦ ଟଙ୍କା ଜରିମାନା ଦେବାକୁ ହେବ ବୋଲି ମେସେଜରେ ଉଲ୍ଲେଖ ଥିଲା।ରିପୋର୍ଟ-ସତ୍ୟଜିତ ରାଉତ