Surprise Me!

ବଢୁଛି ତାତି, ଆଗୁଆ ହୋଇପାରେ ଖରା ଛୁଟି; ଖୁବଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ

2026-04-23 0 Dailymotion

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପ୍ରସ୍ତାବ ଯାଇଛି । ଖୁବଶୀଘ୍ର ଛୁଟି ଘୋଷଣା ପାଇଁ ନିଷ୍ପତ୍ତି ନେଇପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରିପୋର୍ଟ: ଭବାନୀ ଶଙ୍କର ଦାସ