ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସ ଗୁଡ଼ିକରେ ପାଳନ ହେବ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ନିୟମ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ସ୍ବତନ୍ତ୍ର ମାର୍ଗଦର୍ଶିକା । ରିପୋର୍ଟ- ବିକାଶ କୁମାର ଦାସ