ଗାଈଟି ୧୦ ଦିନରୁ ଅଧିକ ହୋଇଗଲାଣି କିଛି ଖାଉନାହିଁ । ଏଥିପାଇଁ ତା' ଦେହ ଅସୁସ୍ଥ ହେଇଗଲାଣି । ମାଲିକଙ୍କ ମୃତ୍ୟୁ ପାଇଁ ସେ ପଶ୍ଚାତାପ କରୁଛି । ରିପୋର୍ଟ: ଜୀବନ ଜ୍ୟୋତି ନାୟକ