ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସରେ କାର୍ଯ୍ୟରତ ଗୃହରକ୍ଷୀ ଏବେ କଣ୍ଟେଣ୍ଟ କ୍ରିଏଟର ପାଲଟି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସ୍ପେଶାଲ ରିପୋର୍ଟ: ସତ୍ୟଜିତ ରାଉତ