ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କର ପ୍ରବେଶ କେବଳ ସଂଖ୍ୟା ନୁହେଁ, ଏକ ସାମାଜିକ ପରିବର୍ତ୍ତନର ସୂଚନା । ଆଗାମୀ ଦିନରେ ରାଜ୍ୟ ବିକାଶରେ ମହିଳା ଇଞ୍ଜିନିୟରମାନେ ବଡ଼ ଭୂମିକା ନେବେ ।ରିପୋର୍ଟ-ବିକାଶ କୁମାର ଦାସ