Surprise Me!

'ମୁଁ ମଳୟ ଦେଶର ସ୍ବଭିମାନୀ ଓଡ଼ିଆ'; ମାଲେସିଆରେ ଓଡ଼ିଆ ଅସ୍ମିତାକୁ ନେଇ ଗୌରହରି ବିଶ୍ବାଳଙ୍କ ପ୍ରାମାଣିକ ଚଳଚ୍ଚିତ୍ର

2026-04-27 108 Dailymotion

1890ରେ କର୍ମସଂସ୍ଥାନ ପାଇଁ ମାଲେସିଆ ଯାଇଥିଲେ ଗଞ୍ଜାମର 200 ଲୋକ। ଏବେ ଏହି ସଂଖ୍ୟା 70,000 । 136 ବର୍ଷ ଧରି 'ଓଡ଼ିଆ ଅସ୍ମିତା' ବଞ୍ଚାଇ ରଖିଛନ୍ତି ସେମାନଙ୍କ ପଞ୍ଚମ ପିଢ଼ି।ରିପୋର୍ଟ-ସତ୍ୟ ପ୍ରକାଶ ନାୟକ