Surprise Me!

ଅଭୟାରଣ୍ୟରେ ମୟୂର ଶିକାର; ଦୁଇ ଶିକାରୀଙ୍କୁ ଧରିଲା ନାଇଟ ପାଟ୍ରୋଲ ସ୍କ୍ୱାର୍ଡ

2026-04-27 5 Dailymotion

ଡେବ୍ରିଗଡ଼ ଅଭୟାରଣ୍ୟରେ ଅବୈଧ ଶିକାର ଓ ଶିକାରୀଙ୍କ ସମ୍ପର୍କରେ ସୂଚନା ଦେଉଥିବା ବ୍ୟକ୍ତିଙ୍କ ନାମ ଗୋପନ ରଖାଯାଇ ପୁରସ୍କାର ଦିଆଯାଉଛି l ରିପୋର୍ଟ- ବାଦଶାହା ଜୁସ୍ମନ ରଣା