ବଡଦାଣ୍ଡର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଲାଗିବ ୟୁନିଫର୍ମ କଲର୍ କୋଡ । 3ବର୍ଷ ତଳ ଗୋଟିଏ ରଙ୍ଗ କରାଯାଇଥିଲା । ଏବେ ସରକାର ବାଛିବେ ରଙ୍ଗ । ରିପୋର୍ଟ- ଶକ୍ତି ପ୍ରସାଦ ମିଶ୍ର