କେନ୍ଦୁଝର ଜିଲ୍ଲା ମଲ୍ଲିପଶିରେ ଅଭାବନୀୟ ଘଟଣା । ଉତ୍ତରାଧିକାରୀ ନଥିବାରୁ ମଶାଣିରୁ ଭଉଣୀଙ୍କ ଗଳିତ ମୃତଶରୀର ଧରି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ହାଜର ହୋଇଥିଲେ ଭାଇ । ରିପୋର୍ଟ:ସନ୍ତୋଷ ମହାପାତ୍ର