Surprise Me!

ମେ' ୪ରୁ ଆରମ୍ଭ ହେବ OJEE ପରୀକ୍ଷା; ଚାହିଦାରେ ନସିଂ, ଫାର୍ମାସି ପାଠ୍ୟକ୍ରମ

2026-04-28 0 Dailymotion

ପ୍ରଥମ ସିଫ୍ଟ ସକାଳ 9ଟାରୁ 11ଟା, ଦ୍ଵିତୀୟ ସିଫ୍ଟ ଅପରାହ୍ନ 1ଟାରୁ 3ଟା ଏବଂ ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ 4ଟାରୁ 6:30ଟା ଯାଏ ହେବ ।
ରିପୋର୍ଟ-ବିକାଶ କୁମାର ଦାସ