ନୟାଗଡ଼ ଜିଲ୍ଲା ଖେଡ଼ପଡ଼ାଠାରେ ଭାରସାମ୍ୟ ହରାଇ ଓଲଟି ଯାତ୍ରୀବାହୀ ବସ୍ । ଡ୍ରାଇଭର ମଦ୍ୟପାନ କରି ଗାଡ଼ି ଚଳାଉଥିବା ଅଭିଯୋଗ ଆଣିଲେ ଲୋକେ । ରିପୋର୍ଟ- ବିଶ୍ବ ଭୂଷଣ ମହାପାତ୍ର