Surprise Me!

ଡାଉନଲୋଡ ହେଉନି OJEE ଆଡମିଟ କାର୍ଡ; ଭୁବନେଶ୍ୱର ଅଫିସକୁ ଦୌଡୁଛନ୍ତି ପିଲା

2026-04-29 0 Dailymotion

ଡାଉନଲୋଡ଼ ହୋଇ ପାରୁନି ପିଲାଙ୍କ ଆଡମିଟ କାର୍ଡ । OJEE ଅଧ୍ୟକ୍ଷ କହୁଛନ୍ତି, ଯଦି ସେମାନେ ଅନ୍ୟ କାହାକୁ ପାସୱାର୍ଡ ଦେଇଥିବେ, ସେଥିପାଇଁ ସମସ୍ୟା ହେଉଥାଇ ପାରେ ।