Surprise Me!

ହତ୍ୟା ଯୋଜନା ପଣ୍ଡ କଲା 'ଅପରେସନ୍ ନେତ୍ର'; ବ୍ରଜରାଜନଗରରୁ ୫ ପିସ୍ତଲ ସହ ୨୦ ଅଫୁଟା ଗୁଳି ଜବତ, 3 ଗିରଫ

2026-04-29 0 Dailymotion

ବିହାରରୁ ଆସିଥିଲା ବେଆଇନ ବନ୍ଧୁକ । ଗୋଟିଏ ବନ୍ଧୁକକୁ ୫୦ ହଜାର ଟଙ୍କାରେ କିଣା ଯାଇଥିଲା l ଏକ ହତ୍ୟା ଯୋଜନା କରି ସେମାନେ ଏହି ବନ୍ଧୁକ କିଣିଥିଲେ ।
ରିପୋର୍ଟ-ଗୁରୁଚରଣ ବାଘ