୧୯୩୬ ଏପ୍ରିଲ ୨୮ରେ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ସୀତା ବିବାହ' ମୁକ୍ତିଲାଭ କରିଥିଲା । ବେସରକାରୀ ଭାବେ ପାଳନ ଏହି ଦିନକୁ ଓଡ଼ିଆ ଚଳଚ୍ଚିତ୍ର ଦିବସ ଭାବେ ପାଳନ ପାଇଁ କଳାକାରଙ୍କ ଦାବି ।