ନିଜ ପ୍ରତିଭାର ବିକାଶ ପାଇଁ ତାଙ୍କୁ ଖୁବ ସଂଘର୍ଷ କରିବାକୁ ପଡିଛି । ଲୋକଙ୍କ ଟାହିଟାପରା ସହିବାକୁ ପଡିଛି । ହେଲେ ଭାଙ୍ଗି ନାହାଁନ୍ତି କି ପଛକୁ ଫେରି ନାହାନ୍ତି ।ରିପୋର୍ଟ-ଦେବସ୍ମିତା ରାଉତ