Surprise Me!

ଆଜିଠୁ ତିନିମାସ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ

2026-05-01 1 Dailymotion

କୁମ୍ଭୀର ମାନଙ୍କ ମିଳନ, ଅଣ୍ଡାଦାନ ଓ ଏହାର ସୁରକ୍ଷା ପାଇଁ ଆଜିଠାରୁ ତିନିମାସ ଧରି ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ ।
ରିପୋର୍ଟ- ରାଧାକାନ୍ତ ମହାନ୍ତି