Surprise Me!

ବାଲି ମାଫିଆଙ୍କ ଦୌରାତ୍ମ୍ୟ, ଚଢାଉ ବେଳେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ହାଇୱା

2026-05-02 9 Dailymotion

ବେଆଇନ ବାଲି ବୋଝେଇ ହାଇୱାକୁ ସୋର ଠାରୁ ଧରିବାକୁ ଯାଉଥିବା ବେଳେ ବାଲି ବୋଝେଇ ଗାଡିଟି ପଣପଣା ନିକଟରେ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା ।