Surprise Me!

ପଶ୍ଚିମବଙ୍ଗରେ ବିଜେପି ସରକାର: ଯୋଗାଣ ମନ୍ତ୍ରୀ କହିଲେ, ଆଳୁ ସମସ୍ୟାରେ ପୂର୍ଣ୍ଣଚ୍ଛେଦ !

2026-05-04 5 Dailymotion

ମୋଦିଙ୍କ ଲୋକପ୍ରିୟତା ଓ ୧୫ବର୍ଷ ଧରି ଅନ୍ୟାୟ ଅତ୍ୟାଚାରରେ ଅସନ୍ତୁଷ୍ଟ ହୋଇ ପଶ୍ଚିମବଙ୍ଗରେ ବିଜେପିର ବାଜିମାତ ହୋଇଛି ବୋଲି କହିଛନ୍ତି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।