ମେସିନ ସଫା କରୁଥିବା ବେଳେ ଗ୍ୟାସ୍ ଲିକ ହୋଇଥିବା କହିଲେ ସାଥୀ ଶ୍ରମିକ । ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟରେ ମୃତ ଘୋଷଣା କଲେ ଡାକ୍ତର ।