'କାଙ୍ଗୁଲା' ପ୍ରଶଂସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ 'ଏହି ଫିଲ୍ମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଆଗକୁ ନେବାରେ ହେବ ସହାୟକ'
2026-05-05 1 Dailymotion
ଓଡ଼ିଆ ଫିଲ୍ମ 'କାଙ୍ଗୁଲା' ଦେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫିଲ୍ମକୁ ନେଇ ପ୍ରଶଂସା କରିବା ସହ ପୁରା ଟିମକୁ ଜଣାଇଲେ ଶୁଭେଚ୍ଛା ।