Surprise Me!

ମୃତ୍ୟୁକୁ ଡାକୁଛି ମୁକୁଳା ଡ୍ରେନ ! ପୁରୀରେ ପାଞ୍ଚ ବର୍ଷରେ ଗଲାଣି 7 ଜୀବନ, କେବେ ପଡିବ ସ୍ଲାବ ?

2026-05-05 6 Dailymotion

ପୁରୀରେ ମୁକୁଳା ନାଳ ନେଲାଣି ୫ ବର୍ଷରେ ୭ ମୁଣ୍ଡ । ସ୍କାବ ପକାଇବାରେ ପ୍ରଶାସନ ଅବହେଳାକୁ ନେଇ ପୁରୀ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ । ରିପୋର୍ଟ: ଶକ୍ତି ପ୍ରସାଦ ମିଶ୍ର