Surprise Me!

ରାସ୍ତା ମରାମତି ଦାବିରେ ଜନଗଣନାକାରୀଙ୍କୁ ଅସହଯୋଗ କଲେ ପିପିଲି ଗୋବର୍ଦ୍ଧନପୁର ବାସିନ୍ଦା

2026-05-06 4 Dailymotion

ପୁରୀ ଜିଲ୍ଲା ପିପିଲି ଓରକଳ ପଞ୍ଚାୟତ ଗୋବର୍ଦ୍ଧନପୁର ବାସିନ୍ଦା ଜନଗଣନାକାରୀଙ୍କୁ ସମ୍ମାନ ଦେଇଛନ୍ତି ସତ, ହେଲେ ଜନଗଣନା କାର୍ଯ୍ୟକ୍ରମରେ ଅସହଯୋଗ କରିଛନ୍ତି । ରିପୋର୍ଟ-ବିରଞ୍ଜନ ମଲ୍ଲିକ