କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଲୋକଲୋଚନକୁ ଆସିବ ଭୀମମଣ୍ଡଳୀର ଗୌରବମୟ ଇତିହାସ । ଏପଟେ ନାକଟିଦେଉଳ ବ୍ଲକରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ । ରିପୋର୍ଟ- ବାଦଶାହା ଜୁସ୍ମନ ରଣା