Surprise Me!

ନୟାଗଡ଼ରେ ଚାଞ୍ଚଲ୍ୟ; ଚୋରା ପଥର ଚାଲାଣ ଟ୍ରକକୁ ରୋକିବାରୁ ଯୁବକଙ୍କୁ ହାଣି ଦେଲେ ମାଫିଆ

2026-05-11 31 Dailymotion

ଏକ ଟ୍ରକ ପଥର ବୋଝେଇ କରି ଯାଉଥିବାବଳେ ଅଜିତ ଓ ତାଙ୍କ ବନ୍ଧୁ କଦଳୀବନ୍ଧଠାରେ ଗାଡିକୁ ଅଟକାଇ ପିସିଆର ପୋଲିସକୁ ଖବର ଦେଇଥିଲେ । ହେଲେ ପୋଲିସ ଆସି ନଥିଲା ।
ରିପୋର୍ଟ-ବିଶ୍ୱଭୂଷଣ ମହାପାତ୍ର