Surprise Me!

ଭକ୍ତଙ୍କ ଗଡ଼ରେ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ; କଳାହାଣ୍ଡି ସମସ୍ୟାକୁ ନେଇ ଗର୍ଜିଲା ଓଡ଼ିଶା ଜନତା କଂଗ୍ରେସ

2026-05-11 1 Dailymotion

ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଆଜି କଳାହାଣ୍ଡିରେ ଗର୍ଜିଛି OJC। ଭକ୍ତଙ୍କ ଗଡ଼ କୁହାଯାଉଥିବା କଳାହାଣ୍ଡିରେ ଆଜି ମହମ୍ମଦ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।
ରିପୋର୍ଟ-ଅଜିତ କୁମାର ସିଂହ