ଖାଇବା ତେଲ କମ୍ ବ୍ୟବହାର କରିବା ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ କଟକ ତେଲ ଗୋଦାମରେ ଭିଡ଼ ବଢିଛି । ଗ୍ରାହକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ । ରିପୋର୍ଟ: ନାରାୟଣ ସାହୁ