ମାନସିକ ବିକାର ଗ୍ରସ୍ତ ଥିବା ଜଣେ ଯୁବକ ଶାବଳରେ ଆକ୍ରମଣ କରି ଦୁଇ ଜଣଙ୍କି ନୃଶଂସ ଭାବରେ ହତ୍ୟା କରିଛି, ଅଭିଯୁକ୍ତକୁ ବାନ୍ଧି ନିର୍ଘାତ ମାଡ ଦେଲେ ଗ୍ରାମବାସୀ । ରିପୋର୍ଟ: ସଞ୍ଜୟ ପରିଡ଼ା