ପରିବହନ ମନ୍ତ୍ରୀ କହିଲେ, ଏଣିକି ସରକାରୀ କାର୍ଯ୍ୟରେ ଗଲେ ଗୋଟିଏ ଗାଡିରେ ଯିବି। ପୂର୍ବରୁ ମନ୍ତ୍ରୀ ସରକାରୀ ସ୍ତରରେ ମିଳୁଥିବା ତିନୋଟି ଗାଡି ବ୍ୟବହାର କରୁଥିଲେ। ରିପୋର୍ଟ-ସଞ୍ଜୀବ କୁମାର ରାୟ