Surprise Me!

ତୈଳ ସଙ୍କଟ ଭିତରେ ସରକାରଙ୍କୁ ବିଜେଡିର କଟାକ୍ଷ; "ଭୋଟ୍ ଦେଲୁ ଫୁଲରେ ନାମ ନେଲୁ ଭଲରେ", ଜବାବ ରଖିଲେ ମନ୍ତ୍ରୀ

2026-05-15 3 Dailymotion

ରାଜ୍ୟରେ ତୈଳ ସଙ୍କଟକୁ ନେଇ ଡବଲ୍ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି। ସମସ୍ତେ ପେଟ୍ରୋଲ ପାଇଁ ଆତଙ୍କିତ । ଓଡ଼ିଶାବାସୀଙ୍କୁ ଡବଲ ଧୋକା ମିଳିଥିବା କହିଛି ଦଳ ।ରିପୋର୍ଟ-ଭବାନୀ ଶଙ୍କର ଦାସ