ଗୋପାଳକ ଗାଈଗୋରୁଙ୍କୁ ଧରି ଖୋର୍ଦ୍ଧା ଜିଲ୍ଲା ପରଙ୍ଗ ଅଞ୍ଚଳକୁ ଯାଉଥିଲେ। ଏହି ସମୟରେ ଗୋ-ସୁରକ୍ଷାକାରୀଙ୍କ ଅଭିଯୋଗକୁ ଆଧାର କରି ଡେଲାଙ୍ଗ ପୋଲିସ ସେମାନଙ୍କୁ ଅଟକ ରଖିଥିଲା।ରିପୋର୍ଟ-ବିରଞ୍ଜନ ମଲ୍ଲିକ