୨୦୧୬ ମସିହାରେ ସ୍ବତାଧିକାରୀ ପ୍ରମାଣପତ୍ର ପାଇଁ ଜଣେ ବ୍ୟକ୍ତିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ପ୍ରଭାତୀ ସ୍ୱାଇଁଙ୍କୁ କାବୁ କରିଥିଲା ଭିଜିଲାନ୍ସ । ରିପୋର୍ଟ- ଉର୍ମିଳା ପାତ୍ର