Surprise Me!

ହତ୍ୟା ଓ କନିଷ୍ଠ ଖଣି ଅଧିକାରୀଙ୍କୁ ଆକ୍ରମଣ: ଉଭୟ ଘଟଣାରେ ମୋଟ୍ ୮ ଗିରଫ୍

2026-05-18 5 Dailymotion

ଏକ ହତ୍ୟା ମାମଲାରେ ଜଣେ ମହିଳାଙ୍କ ସମେତ 2 ଜଣଙ୍କୁ ଗିରଫ କରାଯାଇଛି ତ ଖଣି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ୬ ଜଣଙ୍କୁ ଗିରଫ୍ କରିଛି ପୋଲିସ । ରିପୋର୍ଟ: ଜୀବନ ଜ୍ୟୋତି ନାୟକ