Surprise Me!

20ରେ କଳାହାଣ୍ଡିରେ ଔଷଧ ଦୋକାନ ବନ୍ଦ ! ଇ-ଫାର୍ମାସୀ ବିରୋଧରେ ସଂଘର ଧର୍ମଘଟ ନିଷ୍ପତ୍ତି

2026-05-19 1 Dailymotion

ବେଆଇନ ଭାବେ ଇ-ଫାର୍ମାସୀ ବା ଅନଲାଇନ୍ ଔଷଧ ବ୍ୟବସାୟ ଚାଲିଥିବା ଅଭିଯୋଗ କରି ଆସନ୍ତାକାଲି କଳାହାଣ୍ଡି ଜିଲ୍ଲା କେମିଷ୍ଟ୍ ଏଣ୍ଡ ଡ୍ରଗିଷ୍ଟ୍ ଆସୋସିଏସନର ଦିନିକିଆ ବନ୍ଦ ଡାକରା ।