ଯାତ୍ରା ମାଲିକାଣୀ ରାଣୀ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ପ୍ରାପ୍ୟ ପାରିଶ୍ରମିକ ନଦେଇ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଥାନାର ଦ୍ୱାରସ୍ଥ ହେଲେ କଳାକାର ।