ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ କାନ୍ସରେ ଓଡ଼ିଆ ଫିଲ୍ମ 'ବିଦେହ' ଟ୍ରେଲର ଓ ପୋଷ୍ଟର ରିଲିଜ । ଭିନ୍ନ କାହାଣୀ ପାଇଁ ମିଳିଲା ପ୍ରଶଂସା । ଖୁସିବ୍ୟକ୍ତ କଲା ଟିମ୍ ।