Surprise Me!

ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା; ଘନ ଘନ ବିଜୁଳି କାଟ୍ ସ୍ଥିତିକୁ କରୁଛି ଅସମ୍ଭାଳ

2026-05-22 1 Dailymotion

ବିଦ୍ୟୁତ୍ ବଳକା ରାଜ୍ୟରେ ଦେଖା ଦେଇଛି ବିଜୁଳି ସଙ୍କଟ । ମେ' ମାସର ଖରା ତାତିରେ ବାରମ୍ବାର ହେଉଛି ଅଘୋଷିତ ବିଦ୍ୟୁତ କାଟ୍ ।
ରିପୋର୍ଟ-ସଞ୍ଜୀବ କୁମାର ରାୟ