24 ଘଣ୍ଟାରେ 12ଟି ସ୍ଥାନରେ ପାରଦ 41 ଡିଗ୍ରୀ ଉପରେ ଥିବା ବେଳେ ଝାରସୁଗୁଡ଼ାରେ ସର୍ବାଧିକ 45.2 ରେକର୍ଡ ହୋଇଛି । 3 ଜିଲ୍ଲାକୁ IMDର ଅରେଞ୍ଜ ୱାର୍ଣ୍ଣିଂ ଜାରି। ରିପୋର୍ଟ- ଦେବସ୍ମିତା ରାଉତ