ଅଭିନେତା ତଥା ପ୍ରଯୋଜକ ସ୍ଵାତିକ ମିଶ୍ରଙ୍କ ଫିଲ୍ମ 'ପରିଚୟ' ୪ ବର୍ଷ ପରେ ରିଲିଜ ହୋଇଛି ।ଅନାଥ ଶିଶୁର ସଂଘର୍ଷ କାହାଣୀ ଦର୍ଶାଯାଇଥିବା ବେଳେ ପ୍ରଥମ ଦିନରେ ଫିଲ୍ମ ଲୋକଙ୍କ ମନ ଜିତିଛି ।