Surprise Me!

ବିଦ୍ୟୁତକାଟ୍ ବିରୋଧରେ ବିଞ୍ଚଣା ଧରି ପ୍ରତିବାଦ; ଅରୁଣ ସାହୁ କହିଲେ, 'ଏହା ଟ୍ରେଲର, ଫିଲ୍ମ ଆଗକୁ ଅଛି'

2026-05-25 79 Dailymotion

ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଏକତ୍ରିତ ହୋଇ TPCODL ଅଫିସ ସମ୍ମୁଖରେ ପ୍ରତିବାଦ କରିଛନ୍ତି।
ରିପୋର୍ଟ-ବିଶ୍ୱ ଭୂଷଣ ମହାପାତ୍ର