Surprise Me!

ପଲସଦା PHCରେ ନବଜାତ ଶିଶୁକନ୍ୟାର ମୃତ୍ୟୁ; ଅବହେଳା ଅଭିଯୋଗ ଆଣିଲେ ପରିବାର

2026-05-26 0 Dailymotion

ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଗତ ପଲସଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅବହେଳା ଯୋଗୁଁ ଏକ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ରିପୋର୍ଟ: ଗୁରୁଚରଣ ବାଘ