Surprise Me!

ଉପକୂଳରେ ଆଗାମୀ ୪ ଦିନ ଧରି ଲାଗିରହିବ ଗୁଳୁଗୁଳି: ମେ ୨୯ ଓ ୩୦ରେ ଆସୁଛି ବଡ଼ କାଳବୈଶାଖୀ ବର୍ଷା

2026-05-26 0 Dailymotion

ଆସନ୍ତା ୨୪ ଘଣ୍ଟାରେ ବଲାଙ୍ଗିର, ବୌଦ୍ଧକୁ ଗ୍ରୀଷ୍ମ ପ୍ରବାହ ପାଇଁ ରେଡ୍ ଆଲର୍ଟ ଜାରି ସହ ନୂଆପଡ଼ା ଓ କଳାହାଣ୍ଡିକୁ ଅରେଞ୍ଜ ୱର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରିପୋର୍ଟ: ଦେବସ୍ମିତା ରାଉତ